Principal's Message:

ବୈଷୟିକ ଶିକ୍ଷା ଆମ୍ଭ ଭାରତ ବର୍ଷରେ ସାଧାରଣତଃ ତ୍ରିସ୍ତରୀୟ ଭାବରେ ପ୍ରଚଳନ କରାଯାଇଅଛି | ପ୍ରଥମ ସ୍ତରରେ ଆଇ.ଟି.ଆଇ., ମଝି ସ୍ତରରେ ଡିପ୍ଲୋମା ଓ ଶେଷ ସ୍ତରରେ B.Tech. ପାଠ୍ୟକ୍ରମରେ ନାମ ଲେଖାଇ ଛାତ୍ର ଛାତ୍ରୀମାନେ ନିଜକୁ ପ୍ରସ୍ତୁତ କରି ପାରନ୍ତି | ଏଥି ମଧ୍ୟରୁ ଡିପ୍ଲୋମା ପାଠ୍ୟକ୍ରମ ସବୁଠୁ ଗୁରୁତ୍ୱପୂର୍ଣ ଅଟେ | ଏଠାରେ ପିଲାମାନେ theory ଓ ପ୍ରାକଟିକାଲ ଜ୍ଞାନ ସମାନ ଭାବରେ ପାଇଥାନ୍ତି, ଯଦ୍ୱାରା ସେମାନେ ବିଭିନ୍ନ କଳକାରଖାନାରେ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିଥାନ୍ତି | ସେମାନେ ଆଇ. ଟି. ଆଇ. ଓ B-tech ପଦାଧିକାରୀମାନଙ୍କ ମଧ୍ୟରେ ସମନ୍ୱୟ ରଖିବା ସହିତ ସାଧାରଣ ଭାବରେ supervisor ରୂପେ କାର୍ଯ୍ୟ ନିର୍ବାହ କରିଥାନ୍ତି | ଏଥିପାଇଁ ଡିପ୍ଲୋମା ପାଠ୍ୟକ୍ରମର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି | ସରକାରୀ polytechnic ସମ୍ବଲପୁର, ରେଙ୍ଗାଲି ପଶ୍ଚିମ ଓଡ଼ିଶାରେ ଏକ ଅଗ୍ରଣୀ ଡିପ୍ଲୋମା ଅନୁଷ୍ଠାନ ଭାବରେ ୨୦୧୩ ମସିହାରୁ ଖୋଲାଯାଇଅଛି |
|| ଜୟ ହିନ୍ଦ, ବନ୍ଦେ ଉତ୍କଳ ଜନନୀ ||

ଶ୍ରୀଯୁକ୍ତ ଜ୍ଞାନ ରଞ୍ଜନ ରାୟ
Qual.: M.Tech(CIVIL), FIE

Read More

Our Mission

Educate students to face social challenges by providing a healthy learning environment grounded well in the Principles of Engineering, promoting creativity & nurturing Teamwork.

Our Vision

Excellence in Technical Education through innovation and Teamwork.

Topper Students

Students Project

Role Models

Certifications & Affiliations